Quotes & Status

100+ Odia Love Shayari | Odia Quotes | Odia Shayari and Odia Jokes – Must Read!!!

Hello ସାଙ୍ଗ ମାନେ, ଆମେ ଯଦି ଅନ୍ୟ ଭାଷା ସହିତ ଓଡ଼ିଆ ଭାଷା ର compare କରିବା, ଆମ ଓଡ଼ିଆ ଭାଷା ର presence , ଇଣ୍ଟେର୍ନେଟ ଦୁନିୟା ରେ ବହୁତ କମ ଅଛି କାରଣ ଆମ ଓଡ଼ିଆ ଭାଷା ରେ ବହୁତ website ନାହିଁ . But In recent years,With the eolution of Internet era thanks to 4G coming to every part of india. ଆମ ଓଡିଶା ରେ ଭି ବହୁତ changes ଅସହୁଛି. ଲୋକ ମାନେ ବେଶି ବେଶି Internet use କରୁଛୁନ୍ତି.
ଏହି ପୋଷ୍ଟ ରେ ମୁ ପ୍ରୟାସ କରିବି ଆମ ଓଡିଶା ର presence ଇଣ୍ଟେର୍ନେଟ ଦୁନିୟା ରେ ଆହୁରି ଆଗକୁ ନେଇକି ଯିବା ପାଇଁ. ଭାଇ ଓ ବନ୍ଧୁ ମାନେ ଆଜି ମୁ ଆମ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ପାଇଁ ଏହି ପୋଷ୍ଟ ରେ ଓଡ଼ିଆ ଶାୟାରୀ, ଓଡ଼ିଆ jokes , ଓଡ଼ିଆ status ଆଉ ଓଡ଼ିଆ quotes ର କିଛି କଳଲେକ୍ସନ ଆପଣଙ୍କ ପାଖରେ ନେଇ କି ଆସିଛି. ମୋତେ ପୁରା ବିଶ୍ୱାସ ଅଛି ଜେ ଆପଣ ମାନଙ୍କୁ ଏହି ପୋଷ୍ଟ ଟି ବହୁତ ଭଲ ଲାଗିବ. ଆପଣ ମାନେ ଏହି ପୋଷ୍ଟ କୋ ପସନ୍ଦ କରିବେ. ଆଉ ପସନ୍ଦ ଆସିଲେ ଏହି ପୋଷ୍ଟ ଟିକୁ ଆପଣ ସାଙ୍ଗ friends circle ରେ share କରନ୍ତୁ, ଜେ ପରିକି ଏହି ପୋଷ୍ଟ ଟି ସବୁ ଓଡ଼ିଆ ଭାଇ ଭଉଣୀ ମାନଙ୍କ ପାଖରେ ପହଂଚି ପାରିବ, ଆଉ ସମସ୍ତେ ଏହି Odia Shayari, Odia Quotes, Odia Love Quotes, Odia Status for WhatsApp and Facebook ର ମଜ଼ା ନେଇ ପାରିବେ ଆଉ ସାଙ୍ଗ ଓ ପ୍ରିୟ ପରିଜନ ପାଖକୁ ସେଣ୍ଡ ଏବଂ ଶଏର କରି ପାରିବେ.

Odia Love Shayari and Odia Love Status for WhatsApp

ଯେ ଦିନେ ତୁମକୁ ଦେଖିଲି ମୁଁ ପ୍ରିୟା, ମନ ମୋ ନାହିଁ ମୋ ଠାରେ , ତୁମ କଥା ଭାବି ସବୁବେଳେ ପ୍ରିୟା , ହଜିଯାଏ ତୁମ ସ୍ମୃତିରେ

ମୁଁ ଭଲପାଉଛି ତୁମକୁ ପ୍ରଥମ ଦେଖାରେ, ମୋ ଭଲପାଇବାର ଉତ୍ତର ଦିଅ , ମୁଁ ତମ ମନରେ ,ତୁମ ହୃଦୟରେ ନା ତୁମ ସ୍ୱପ୍ନରେ

ପ୍ରେମ ହୁଏ ଆଖିରେ ଆଖିରେ, ପ୍ରେମ ହୁଏ ସେଇ ଇସାରା ଇସାରା ରେ, ପ୍ରେମ ହୁଏ ସେଇ ପ୍ରଥମ ଦେଖାରେ

ଭଲପାଅ ବୋଲି କୁହଥରେ ପ୍ରିୟା , ଭୁଲିଯିବି ମୁଁ ଏ ଦୁନିୟା

ତୁମର ମିଠା ମିଠା ହସ , ତୁମର ମିଠା ମିଠା କଥା, ପାଗଳ କରିଛି ମୋତେ ସତ ମୁଁ କହୁଛି

ବେଳେ ବେଳେ ମୋ ମନରେ ଏକ ପ୍ରଶ୍ନ ଉଠେ , ମୁଁ ତୁମକୁ କାହିଁକି ଏତିକି ଭଲପାଏ , କାହିଁକି କହିପାରିବ କି ?

ମୋର ସ୍ୱପ୍ନର ସୁନ୍ଦରୀ ତୁମେ, ମୋ ମନର ପରି ତୁମେ, ମୋର ଆରମ୍ଭ ତୁମେ ମୋର ଶେଷ ବି ତୁମେ

ତୁମେ ମୋ ହୃଦୟ,ମୋ ଛାତିତଳ ସ୍ପନ୍ଦନ ତୁମେ ମୋ ସ୍ୱପ୍ନର ମାନସୀ, ତୁମେ ମନ ଜୀବନର ପରୀ

ଦିନ ପରେ ଦିନ ,ରାତି ପରେ ରାତି ମାସ ପରେ ମାସ ,ବର୍ଷ ପରେ ବର୍ଷ ବିତିଚାଲିଛି ତଥାପି ପ୍ରିୟା ମୁଁ ତମକୁ ଭଲ ପାଉଛି

ତମକୁ ଭଲ ପାଇବାରେ କେବେବି ଛଳନା ନ ଥିଲା ନା ଥିଲା କିଛି ସ୍ୱାର୍ଥ , ଥିଲା କେବଳ ବିଶ୍ୱାସ ଯେ ତୁମେ ମୋର, ତଥାପି ତମେ ଛାଡିଗଲ ମତେ କରି ସାତପର

ସେ ଶୁଭଲଗନ ପାଈ କେଉଦିନୁ\nଆରଭ ହୋଇଛି ସମ୍ପର୍କ 💟,\nପ୍ରଗାଢ ହୋଇବ ସେ ସମ୍ପର୍କ ଦିନେ\nଜୀବନ ହୋଇବ ସାର୍ଥକ !😍

ସୁନୀଳ ଆକାଶେ ଟିକି ବାର୍ଡ ଦୁହେଁ\nକରିବା ତ ଆମେ ଫ୍ଲାଇଙ୍ଗ୍\nଜୀବନର ସବୁ ସୁଖ ସପନକୁ କରିବା ଏଥର ଟ୍ରାଇଙ୍ଗ

ସାରା ଦୁନିଆଁରେ ସବୁ ଫୁଲ ଠାରୁ ସୁନ୍ଦର ତ ହସଫୁଲ\nହସ ଫୁଲଟିକୁ ଭଲ ପାଏ ଯିଏ ସେଇ ଅଟେ ସିନା ଭଲ

ସପ୍ତାହକୁ ଥରେ ଚିଠିଖଣ୍ଡେ ଦେଇ\nହତାଶା ମନକୁ ନେଇ\nଅବୁଝା ମନକୁ ବୁଝାଇବ ପ୍ରିୟ\nନିବେଦନ କରେ ମୁହିଁ

ସଜା ଫୁଟା ଫୁଲ ମୁହଁଟି ତୁମର\n ଲାଜ ଲାଜ ଭରା ହସ\n ଆଖିରେ ଆଖିଏ ସପନ ଲୁଚିଛି\n ଭାଙ୍ଗୁଛି ସଦା ଅଳସ

ଶୀତ ଚାଲିଗଲେ ବସନ୍ତ ଆସିବ\nବହିବ ମଲୟ ପବନ ,\nବସନ୍ତ ଦିନରେ ଶୁଭ ଦିନ ଦେଖି\nଧରା ହେବ ଆମ ଲଗନ !💑💑💑

ଯଦି ମନେ ଦମ୍ଭ ଗରବ କରି ଆସିବୁ ତୁହି, ଶେଷରେ ମୋ ଦୋଷ ନ ଦେବୁ ତୋତେ କହୁଛି ମୁହି !

ଯଦି ବି, ମୋ ଖାତା ଟିକୁ ଜାଳି ଦେଇଥିବ\nଜଳିବା ବେଳେ ପ୍ରତି ସବ୍ଦ ତୁମକୁ ମିନତି କରୁଥିବ\nସେ ଚିତ୍କାର ତୁମ ପାସାଣ ହୃଦୟ ପର୍ଯ୍ୟନ୍ତ ପହନ୍ଚୁ ନ ଥିବ\nଜଳି ଗଲା ପରେ ଅବସିଷ୍ଠ ଅଂଶକୁ ଧୋଇ ଦେଇଥିବ

ମୋତେ ଅନ୍ଧାରରେ ରହିବାକୁ ଦିଅ\nମୋତେ ତମାଶା ବ୍ୟତିତ କିଛି ଭଲ ଲାଗୁନି\nମୋ ଆଶାର କିରଣ ପାଇବାର ସବକ \nଅଦରକାରୀ ବସ୍ତୁ ଭଳି ଆଉ ଯାର କିଛି ମାନେ ନାହି

ମୋ ଭଲ ପାଇବା ଗୋଟିଏ ଅଜବ କହାନୀ ହେବ\nପ୍ରତିକ୍ଷଣ ଚେସ୍ଟା ଥିଲା, ମନକୁ କରିବି ତାହାରି ପାଖ\nଭାଗ୍ୟ ନା ଚକ୍ରାନ୍ତ ସମାଜର ହୋଇଥିବ\nଦୁର ଗଲା ମୋ ଠୁ ଏତେ, ବିସ୍ଵାସ ଥିଲା ପଖେଇବ

ଭଲଗତି ଯଦି ତୋହର ଅଛି ମନରେ ଭାବି , ନିଜ ଭୁଲ୍‌ ପାଇ ତୁ କ୍ଷମା ମାଗିନେବୁ ତୁ ଭାବି !

ବାପା ତୋର ଅଟେ ବିଡିଓ ଜଣେ ସେ ଅଫିସର, ତାଙ୍କଠାରୁ ତୁହି ଜନମ ହୋଇ ହେଲୁ ଲୋଫର !

ପ୍ରେମ ସବୁବେଳେ ପଢିବାକୁ ଚାହେଁ କେତେ ଯେ ଅପଢା ପାଠ, ଅମାନିଆ ମନ ମାନେ ନାହିଁ ମନା ଏଡିକି ଦୁଷ୍ଟ ଅଝଟ.

ପ୍ରଥମ ଚିଠିରେ ତୋତେ ମୁ ମୋ ମନର କଥା, ଜଣାଇ ଦେଉଛି ହେ ସୋମ୍ୟ ମନେ କରିବୁ ଚିନ୍ତା !

ନିଜ ଛାଇ ଦେଖି ଆଖି ଲୁଚାଇ କାନ୍ଦୁଥିବ\nଯେବେ ବି କାନ୍ଦୁଥିବ ଦୀପ ବୁଝେଇ କାନ୍ଦୁଥିବ\nଲୋକେ ମୁହଁକୁ ଦେଖି ପଢି ନିଅନ୍ତିବୋଧେ କସ୍ଟ ହଉ ଥିବ \nଯେବେ ସେମାନଂକ ଠାରୁ ଲୁଚି କାନ୍ଦୁଥିବ

ନଈ ସେ ପାଖରେ ଟିକି ଘରଟିରେ\n ଦିଶଇ ପ୍ରେୟସୀ ମୁହିଁ \nଅଭୁଲା ଅତୀତ ଭୁଲି ହୁଏ ନାହିଁ \nସିଏ କି ନିଜର ନୁହେଁ.

ଦୁନିଆଁରେ ଯେତେ ବାଧା \nଆସିଲେଟି ତୁମକୁ ବନିତା କରି\nତୁମରି ମଥାରେ ସତୀର ସିନ୍ଦୁର\nପିନ୍ଧାଇବି ହାତେ ଧରି

ଦୀପ ର ମନୋଲୋଭା ଆକର୍ଷଣ କୁ ନ ଜାଅ\nଦୀପ ର ଜ୍ବଳନ୍ତ ରଶ୍ମି କୁ ଆଉ ନ ଦେଖ\nକୌଣସି ପତନ୍ଗର ଅଭିସାପ ବୋଧେ\nତା ସାରା ଜୀବନ ସେମିତି ଜଳୁ ଥିବ

ତୋତେ ମୁ ସତକ୍ର କରିଣ ଦେଲି ଏହି ପତର, ଯଦି ତୁହି ମୋ ଚିଠିକୁ ମନେ ଅବଯ୍ୟା ତୋର !

ତେବେ ତୁ ଦେଖିବୁ ହେ ସୋମ୍ୟ ମୋର ଅସଲ ମୂତ୍ତି, କରେଣ୍ଟ ସାଥିରେ ଖେଳିଲେ ନିଶ୍ଚେ ଯମିବ ପ୍ରିତି !

ତୁମେ ମୋତେ ପଛେ ବିବାହ ନ ହୁଅ\nଶେଷ ଦେଖା ଯିବ ଦେଇ\nମୋହରି ସମାଧି ଦେଖିଯିବ ଥରେ\nଆମ ଗାଁ ରାସ୍ତାକୁ ନେଇ

ତୁମେ ମୋ ସର୍ବସ୍ୱ ତୁମେ ଆହେ ପ୍ରିୟ\nନିଅ ତୁମେ ମୋତେ ଧରି\nତୁମ ବିନା କେହି ନାହାଁନ୍ତି ଭରସା\nତୁମେ ମୋ ପ୍ରେମ ପୂଜାରୀ

ତୁମେ ପ୍ରାଣଧନ ମୋ ଜୀବନ ଧନ\nତୁମେ ମୋର ଗତିମୁକ୍ତି\nତୁମରି ପ୍ରେମରେ ପ୍ରେମିକା ସାଜିଛି\nଝୁରୁଛି ମୁଁ ଦିବାରାତ୍ରି

ତୁମରୀ ଓଠରେ ବି ମୋ ନା ଆସିଥିବ\nକେତେ ବାହାନାରେ ନିଜକୁ ବନ୍ଚାଇ ଥିବ\nଅନ୍ୟଂକ ଠୁ ସୁନୀ କଥା ଗୁଡିକ ମୋର\nକଣ ତୁମକୁ ନିଜର କଥା ମନେ ପଡୁ ନ ଥିବ

ତୁମ କଥା ପ୍ରିୟା ଯେବେ ପଡେ ମନେ,\n ମନ ମୋର ଯାଏ ଭରି.\nସବୁ ଦିନ ତୁମେ ଆସୁଛ ସପନେ,\n ସ୍ବପ୍ନ ଲାଗେ ସତ ପରି.

ତୁଣ୍ଡରେ ଯାହା ତୁ କହୁଛୁ ସେଟା ନିଶାର ଭାଷା , ଆଇ ଲଭ୍‌ ବୋଲି କହିଲୁ ସେହିଦିନ ସହସା !

କେମିତି କେମିତି ଲାଗୁଛି ମୋତେ\nକଥା କି ପାଣିର ଗାର,\nଯେମିତି ସେମିତି ଭାବିଲେ କି ହେବ\nବୁଝି ହୁଏ ଆଖି ଠାର

ଆଉ ଯଦି କେବେ ମୋ ପଥେ ତୁହି ଦାଉ ସାଧିବୁ, ମୋର ନିଜ ରୂପ ସେଦିନ ତୁହି ନିଜେ ଦେଖିବୁ !

ତମକୁ ଦେବା ପାଇଁ ମୋ ପାଖରେ ସବୁକିଛି ଅଛି , ସବୁକିଛି ଯାହା ତମକୁ ଦରକାର ଥିଲା , ହେଲେ ତମେ ଆଜି ନାହଁ ସାଥି

ମୁଁ ଭଲ ପାଏ କେବଳ ତୁମକୁ , ପଚାର ଏ କଥା ତମ ସାଙ୍ଗ ସାଥି ମାନଙ୍କୁ

ତମର ସେ ଚୋରା ଚାହାଣି, ପାଗଳ କରିଛି ମୋତେ, ମୁଁ କହିପାରିବିନି ତୁମକୁ , ଭଲ ମୁଁ ପାଉଛି କେତେ

ତମ ସାଥେ ଦେଖାହେଲା ପରେ , ପ୍ରେମର ମାନେ କଣ ବୁଝିଲି , ତମ ସାଥେ କଥା ହେଲା ପରେ , ଜାଣିଲି ଏ ଜୀବନର ମାନେ କଣ

ମୁଁ ଭଲପାଉଛି ତୁମକୁ ପ୍ରଥମ ଦେଖାରେ, ମୋ ଭଲପାଇବାର ଉତ୍ତର ଦିଅ , ମୁଁ ତମ ମନରେ ,ତୁମ ହୃଦୟରେ ନା ତୁମ ସ୍ୱପ୍ନରେ

ତମ ଆଖିରେ ଦେଖିଛି ମୁଁ ସେ ଭଲପାଇବା ତମେ ହଁ କର କି ନ କର ତମେ ମୋର

ତମକୁ ଭଲ ପାଇବାରେ କେବେବି ଛଳନା ନ ଥିଲା ନା ଥିଲା କିଛି ସ୍ୱାର୍ଥ , ଥିଲା କେବଳ ବିଶ୍ୱାସ ଯେ ତୁମେ ମୋର, ତଥାପି ତମେ ଛାଡିଗଲ ମତେ କରି ସାତପର

ତୁମ ମନ ଆଇନାରେ ପ୍ରିୟା , ଥରୁଟେ ମୋତେ ଦେଖିବା ପାଇଁ ଚେଷ୍ଟା କର , ଦେଖିବ ତୁମେ, ମୁଁ ତୁମକୁ ଭଲ ପାଇବା ହିଁ ମୋର ସବୁ କିଛି ଥିଲା

ଭୁଲ ବୁଝିବନି ପ୍ରିୟା ମୋତେ , ତୁମ ଆଉ ମୋର ମିଳନ, ଏଇ ଜନ୍ମ ରେ ସମ୍ଭବ ନୁହେଁ

ତୁମକୁ ପାଇବାକୁ ମୁଁ କେତେ ଯେ ଜାଳିଲି ମନ୍ଦିରେ ଦୀପ , ମୋ ପ୍ରେମରେ କିଛି କମି ଥିଲା , କି ମୁଁ ତମକୁ ଭଲପାଏ ବୋଲି କହିବାରେ

ଭଲପାଇବାରେ ଯଦି ଏତେ ଯନ୍ତ୍ରଣା, ମିଳେ ବୋଲି ମୁଁ ଜାଣିଥାନ୍ତି ,ତୁମକୁ ଭଲପାଇ ଏତେ ବଡ ଭୁଲ ମୁଁ କରିନଥାନ୍ତି

6ସବୁ ମିଛ ଥିଲା ,ତୁମ ଭଲପାଇବା ,ତୁମର ସ୍ନେହ,ପ୍ରେମ ସବୁକିଛି ଆଜି ଭୁଲିଗଲ ମୋତେ,ଭୁଲିଗଲ ସେ ସବୁଦିନର ପୁରୁଣା ସ୍ମୃତିକୁ

6ମୋ ଭଲପାଇବାକୁ ଭାଙ୍ଗିଦେଲ ପ୍ରିୟା, ତୁମେ ତ ନିଜ ହାତରେ , ଭୁଲିଗଲ ପ୍ରିୟା ସେଇ ସବୁଦିନ, କଥା ଦେଇଥିଲ “ରହିବ ମୋ ସାଥିରେ “

6ତମେ ମୋତେ ଦେଲ ଧୋକା, ମୁଁ ହୋଇଗଲି ଏକା , ତମେ ହୋଇଗଲ ପର ମୁଁ ହୋଇଗଲି ସ୍ୱାର୍ଥପର

6ଦିନ ପରେ ଦିନ ,ରାତି ପରେ ରାତି ମାସ ପରେ ମାସ ,ବର୍ଷ ପରେ ବର୍ଷ ବିତିଚାଲିଛି ତଥାପି ପ୍ରିୟା ମୁଁ ତମକୁ ଭଲ ପାଉଛି

ତୁମେ କି ଜାଣିବ ମୋ ମନର କଥା, ମୋ ମନ କଥା ମୁଁ ହିଁ ଜାଣେ , ତୁମ ସ୍ମୃତିକୁ ନେଇ ବଞ୍ଚିଛି କିନ୍ତୁ ସତ

ତୁମ ଚେହେରା କୁ ମୁଁ ଭୁଲି ପାରେନା, ମନେପଡ଼ ସବୁବେଳେ ସବୁ ସମୟରେ , ମିସ ୟୁ

ତୁମ ସାଙ୍ଗରେ ଦେଖା ହେବ କେବେ ଜାଣିନି, ହୁଏତ ଆଜି ମୁଁ ତୁମ ପାଇଁ ହୋଇପାରେ ପର, କିନ୍ତୁ ଆଜି ବି ତମେ ମୋ ପାଇଁ ଅତି ନିଜର

ତମକୁ ସବୁବେଳେ ମିସ କରୁଛି, ସକାଳେ ,ସଂଯେ,ଦିନବେଳେ,ରାତିବେଳେ ,ସବୁବେଳେ ଆଉ ବେଳେବେଳେ ମଧ୍ୟ ତମେ ମୋତେ ମିସ କରୁଛ କି ନାଇଁ କୁହ

ତମ ସାଥେ ଦେଖାହେଲା ପରେ , ପ୍ରେମର ମାନେ କଣ ବୁଝିଲି , ତମ ସାଥେ କଥା ହେଲା ପରେ , ଜାଣିଲି ଏ ଜୀବନର ମାନେ କଣ

ଆଜି ତମକୁ ଦେଖିଲା ପରେ , ତମେ ଆଉ ତମ ଚେହେରା , ସବୁବେଳେ ମନେ ପଡୁଛି , ମୁଁ ତୁମକୁ ମିସ କରୁଛି

ହେଲା ମିସ,I MISS YOU , ମିସ ମୁଁ କରୁଛି ତମକୁ ମିସ

Odia Dhoka Status Collection

ଆଇ ହେଟ୍‌ ୟୁ ବୋଲି କହୁଛି ଲେଖି ଚିଠିରେ ମୋର, ତୁ ଟା ଅସାମାଜିକ ଲୋପର ସଦା ଘୃଣା ତୋ ପର !

କେହି ତୋର ପତା ନ ପାଇ ତୋତେ ଖୋଜି ହୋଇବେ, କ୍ଷଣେ ତୁ ଗାଇବୁ ହୋଇବୁ ତୋତେ କହୁଛି ଏବେ !

ଘର କରିଥିଲେ ଏଇ ଦୁନିଆରେ ପଥର ପଡିଲେ ସହି, ପଥର କି ଫୁଲ ମଥରେ ପଡୁଛି ତୁମେ କି ପାରିବ କହି ?

ତୁ ମୋତେ ଭଲ ପାଇଲେ ମୋତେ ପାଇବୁ ନାହି, ମୁ ତୋତେ ଘୃଣା କରୁଛି ସୋମ୍ୟ ଜାଣିବୁ ତୁହି !

ତୁମରି ଉପରେ ଭରସା ରଖି ମୁଁ \nଆଖିଲୁହ ସାକ୍ଷୀ କରି,\n ଦିନ ବିତାଇଛି ଦୁଃଖର ଅଶ୍ରୁରେ\n ତବ ପାଦ ଆଶ୍ରା କରି !

ତୋ ପାଇ କେହି ମରିବେ ନାହି କହୁଛି ତୋତେ, ଥରେ ତୋତେ କ୍ଷମା ଦେଉଛି ଦେଲି ଜଣାଇ ତୋତେ !

ତୋତେ ମୁ ବୁଝାଇ କହୁଛି ସୋମ୍ୟରଞ୍ଜନ ତୁହି , ମୋ କଥାକୁ ଯଦି ନ ଶୁଣୁ ଶେଷେ ଭୋଗିବୁ ତୁହି !

ଧନଠାରୁ ମନ କାଳେ କାଳେ ବଡ ଧନ ତ ଦୁଇ ଦିନର, ମନଥିଲେ ଧନ ପ୍ରାପତ ହୁଅଇ ଏଇ ରୀତି ଦୁନିଆର.

Nua nua prema lage je amiti Rasugulatharu ahuri mitha, Premara sparsa paegala pare premika kahuchhi bhuli jao sabu puruna katha

PREMARA MANDIRA TOLIBA AGARU PREMIKA UPARE RAGANA, MANDIRA PACHISTA N HEBA AGARU BHOGA KHAIBAKU MAGANA

Swartha para tume kahinba bujhiba piratira parinama, kahinki tumaku bhala pauthili karuchhimu anutapa

ଆଖିରେ ଆଖିରେ କେତେ କଥା ତୁହି\nକହିଗଲୁ ମୋତେ ଗୋରୀ\nଓଠ ଖୋଲି ପଦେ କହିଦେ ତୁ ଲୋ\nଦେଖାଇବି ହିରୋଗିରୀ

ଉଦାସ ଆଖିରେ ପ୍ରତି ପଲକରେ ନାଚୁଛି ମୁହଁଟି ତାର\nଆଖି ବୁଜି ଦେଲେ ଦୁନିଆ ଅନ୍ଧାର କିଏ ପର ଆପଣାର୍.

ଓ ମାଇ ଗଡ୍‌ ବୋଲି ସେଦିନ ଯେ ଥିଲ କହି ତୁମେ ଯେ ମୋତେ, ରଙ୍ଗ ବୋଳା ହାତ ଟେକି ମାରିଦେଇ ଧିରେ ଆଖି ତୁମେ ଯେ କେତେ !

କଲେଜରେ ଫାଡା ସାଜିଛୁ ମନେ ସାଜିଛୁ ହିରୋ, ହିରୋହୁଣ୍ଡା ଚଢି ଆସୁଛୁ ଏଇ ଛଇତ ତୋର !

ଗାଲ ପରେ ଲମ୍ବା କଲି ପକେଟରେ ମଦଭରି ଆଖି ମାରିଲ, ମହୁଆ ମାତାଲ ତୁମେ ବାଜ୍ୟେ ଟୋକା ବୋଲି ଭାବେ କଥା କହିଲ !

ଗୁଣୁଗୁଣୁ ହୁଏ ପାଦର ପାଉଁଜି ସତେ କି ସଂଗୀତ ସ୍ୱର\nଆଖିରେ କଜ୍ଜଳ ଦିଶଇ ସଜ୍ଜଳ ଝୁରି ହୁଏ ମନ ମୋର.

ଚାଜ୍ ହେଉଛି ମୋ ଅଙ୍ଗ ଥରେ ହାତ ମାରିଲେ , କେତେ ଭୋଲ୍‌ଟେଜ ଜଳୁଛି ଜାଣି ପାରିବୁ ଭଲେ !

ଚିଠି ଦେଇ ମୁହିଁ ତୁମକୁ ଜଣାଇ ଦେଲି ଆହେ ସସମୀତା\nତୁମକୁ ଆଣିବା ପାଇଁ ଯିବି ମୁହିଁ ଅନ୍ୟଥା ନୋହିବ କଥା

ଜଣାଇ ଦେଇଛି ତୋତେ ମୁ ମୋର କଥାକୁ ହେହି , ମୋର ପଥେ କଣ୍ଟା ହେବାକୁ କେବେ ନ ହେବୁ ରାଜି !

ଡେଣା ଯଦି ମୋର ଥଆନ୍ତା ପ୍ରିୟା\nଯାଆନ୍ତି ମୁଁ କ୍ଷଣେ ଊଡି,\n ତୁମରି ଓଠରେ ଚୁ୍ମା ଆଙ୍କି ଦେଇ\nକ୍ଷଣିକେ ଆସନ୍ତି ଫେରି

ତୁମକୁ ଦେଉଛି ରାଣ ମୋତେ କଲେ ହଇରାଣ ଆସିବି ନାହି, ଏତିକିରୁ ଇତି ମୋର ପୋଥିରେ ବିନ୍ଧିବି ଡୋର ତୁମରି ପାଇ !

ତୁମକୁ ମୁଁ ଝୁରି ରହିବି ଦେବତା ତୁମରି ପ୍ରେମକୁ ଚାହିଁ\nଏ ଜୀବନେ ଯଦି ନ ପାଇ ପାରିବି ଆର ଜନ୍ମଯାଏ ମୁହିଁ

ତୁମରି ଉପରେ ଭରସା ରଖି ମୁଁ ଆଖିଲୁହ ସାକ୍ଷୀ କରି\nଦିନ ବିତାଇଛି ଦୁଃଖର ଅଶ୍ରୁରେ ତବ ପାଦ ଆଶ୍ରା କରି

ତୁମେ ନୁହ ମାଇ ଲଭର ତୁମେ ଯେ ଅଟ ଲୋଫର ଟୋକା , ନଖରାମୀ କଲେ ମୋ ସାଥେ ଦିନେ ସୁଟ୍‌ କରିଦେବି ମୁ ଏକା !

ତୁମେ ଯଦି ମୋତେ ଭଲ ପାଉଥାଅ ଆମର ଅମର ପ୍ରୀତି\nଆମ ପ୍ରୀତି ସାକ୍ଷୀ ରହିଥିବ ସଦା ସେଦିନ ମିଳନ ରାତି

ତୋର ବଡପଣ ଦେଖିବି ମୋତେ ଭାବୁ ଅବଳା, ଅବଳା ହେଲେ ବି ବିଦ୍ୟୁତ୍‌ପ୍ରଭା ନୁହେ ଦୁବଳା !

ଦେଖା ଦେଲ ଦିନେ ବହୁଦିନ ପରେ ଝରକା ସେପାଖେ ଥାଇ, ଏ ପାଖରେ ଥାଏ ମନକଥା କିଛି ପାରିଲି କି ସବୁ କହି.

ପର ଯଦି ମନେ ଭାବୁଥିବ ତୁମେ ନିଜର ହେବି ମୁଁ କାହାର\nତୁମକୁ କଦାପି ଭୁଲି ନ ପାରିବି ତୁମେ ମୋ ହ୍ୄଦର ହାର

ବାଷ୍ଟେଡ ତୋକାକୁ ମୁ କେବେ ଆଖି ଟେକି ନ ଚାହେ , ତାଙ୍କ ପ୍ରତି ସଦା ମୋ କ୍ରୋଧ ଦେଖି ଜଳୁତା ଥାଏ !

ବାୟେ ବାୟେ କହିଥିଲେ ମୋ ଠିକଣା ଚାହିଥିଲେ ସତରେ ତ, ସେହିଦିନୁ ଦେଖା ଦେଇ କାହିଗଲ ତୁମେ ରହି ହୀରୋ ସିଜିତ !

ବିଦ୍ୟୁତପ୍ରଭାକୁ ଚିହ୍ନିନୁ ସେ ଯେ ନୁହେ ଶୀତଳ , ଥରେ ହାତଦେଇ ଦେଖିଲେ ମନହେବ ଚଞ୍ଚଳ !

ଭଲହେବା ପାଇ ତୁ ଯେବେ ଆଝୁ ଚେଷ୍ଟା କରିବୁ, ଜୀବନ ପଥରେ ତୁ ଜଣେ ଭଲ ମଣିଷ ହେବୁ !

ଭାରି ଭଲ ଲାଗେ ଖୁସି ଲାଗେ ଦେଖିବାକୁ ସେହି ଛବି\nଭୁଲି ହୁଏ ନାହିଁ ଭୁଲିପାରେ ନାହିଁ ହେଉଥାଏ ସଦାଭାବି,

ମଦ ଜୁଆ ଯୁବା ସୁନ୍ଦରୀ ନୁହେ ଜୀବନ ସାଥି , ଅସରନ୍ତି ଦିନ ସରେନା ନିଶ୍ଚେ ମରିବୁ କାନ୍ଦି !

ମନ ଗହନରେ ସାଦା କାଗଜରେ ଆଙ୍କି ଦେଲି ତୁମ ଛବି,\nଅଲିଭା ଅକ୍ଷରେ ଲେଖି ହୋଇଗଲା ହୃଦୟର ପ୍ରତିଛବି.

ଧନର ଗାରିମା ଦେଖାଇ କେତେ ଟୋକା ଭେଳାଇ, ଆମ ଶକ୍ତି ତୁହି ଜାଣୁନା କ୍ଷଣେ ତୋତେ ନେବୁ ଉଠାଇ !

ନିଆ ସାତେ ଖେଳ ଖେଳିଲେ ଅଙ୍ଗ ପୋଡିଣ ଯିବ, ଜାଣିଶୁଣି କିଆ ଅଜଣା ମଦନିଶା ନଥିବ !

ବଞ୍ଛିବାକୁ ଯଦି ଭରସା ତୋର ଅଛି ମନରେ, କ୍ଷମା ମାଗିନେବୁ ଆସିଣ ତୋତେ କହୁଛି ବାରେ !

ଭଲପାଇବାଟା ସହଜ ମନେ ଭାବୁ କିପରି, ମନ ଦେଇ ମନ କିଣିଲେ ଭାବ ଅତୁଟ ପରି !

ସେବେଳେ ତୋହର ପିଠିରେ କେହି ପଡିବେ ନାହି, ତାହାଙ୍କୁ ଡକାଇ ହକାଇ ମଦ ପିଆଉ ତୁହି !

Funny Odia Shayari & Odia Quotes

ଗାଲ ପରେ ଲମ୍ବା କଲି ପକେଟରେ\nମଦଭରି ଆଖି ମାରିଲ \nମହୁଆ ମାତାଲ ତୁମେ ବାଜ୍ୟେ ଟୋକା\nବୋଲି ଭାବେ କଥା କହିଲ !

ଚାଲିରେ ତୁମର ପଦ୍ମ ଫୁଟେ, ହସରୁ ଝରୁଛି ମହୁ; କଥା ଟି ତୁମର କୋକିଳ କୁହ, କହି ଦିଅ ଥରେ I LOVE YOU !

ତୁମ ସହରକୁ ଆସିବିନି ଆଉ !! \nହସର ଲୁହର ଜହର ପି !!\nତୁମ ସହର ତ ତୁମକୁ ଭଲ !!\nଫୁଟେ ନାହିଁ ସେଠି ହସ ରଫୁଲ !!\nଯୋଉଠି ଅଛି ମୁଁ ଭଲରେ ଅଛି !!\nନିଯେ ମୁଁ ନିଜକୁ ଭଲପାଉଛି !!\n

ତୁମେ ପ୍ରାଣଧନ ମୋ ଜୀବନ ଧନ\n ତୁମେ ମୋର ଗତିମୁକ୍ତି,\nତୁମରି ପ୍ରେମରେ ପ୍ରେମିକା ସାଜିଛି\n ଝୁରୁଛି ମୁଁ ଦିବାରାତ୍ରି !

Show More

Related Articles

Leave a Reply

Your email address will not be published. Required fields are marked *